ଗଞ୍ଜାମ ପରିସ୍ଥିତି ଭୟାନକ: ନିରଞ୍ଜନ

ଭୁବନେଶ୍ୱର : କରୋନା ସଂକ୍ରମଣ ଗଞ୍ଜାମରେ ଭୟଙ୍କର ରୂପ ନେଲାଣି। ସେଠି ବର୍ତ୍ତମାନ‌ ଅସମ୍ଭାଳ ସ୍ଥିତି ଉପୁଜିଛି। ସରକାରଙ୍କ ଘୋଷଣା ମୁତାବକ କାର୍ଯ୍ୟ ହେଉନି। ଗଞ୍ଜାମର କୋଭିଡ୍‌ ପରିଚାଳନାକୁ ନେଇ ଏପରି ଉଦବେଗ ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ସଂକ୍ରମିତ ବ୍ୟକ୍ତିଙ୍କ ପରୀକ୍ଷା ଠିକ ଭାବେ ହେଉନି କି ଗ୍ରାମାଞ୍ଚଳରେ ମୋବାଇଲ ଗାଡ଼ି ବୁଲୁନାହିଁ ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଗତକାଲି ଏକ ପ୍ରେସ୍‌ … Continue reading ଗଞ୍ଜାମ ପରିସ୍ଥିତି ଭୟାନକ: ନିରଞ୍ଜନ